Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bajaram Sethi

Others

2  

Bajaram Sethi

Others

ଗଭୀର ଗୃହ

ଗଭୀର ଗୃହ

1 min
192



ଜଗତ ପରାଣ ଜୀବେ ଜୀବେ ଘନ

ଖୋଜିବୁ କାହାକୁ ଧନ ?

ଜଳ ବିନା ସିନ୍ଧୁ ଖେଳେ ମତ୍ସ୍ଯ ବନ୍ଧୁ

ବୁଝିଲେ ପାଇବୁ ଜ୍ଞାନ ।

ସାଗର ଗଭିରେ ସ୍ବର୍ଣ୍ଣମୟ ଘରେ

ଗୁଣୁ ଗୁଣୁ ଗୀତ ଶୁଭେ,

ଅହରହ ଜପ ଜପୁଛି ଭଅଁର

ମଧୁ ପାଇଁ କ୍ରନ୍ଦେ ଗର୍ଭେ ।

ଉର୍ମି ଶୋଭା ପରେ ମଜିଗଲେ ଥରେ

ଆଉ ନ ଶୁଭେ କ୍ରନ୍ଦନ,

ମଧୁପ ମଧୁର କାନ୍ଦକୁ ବୁଝିଲେ

ମିଳିବ ଅମୂଲ୍ୟ ବନ ।

ପଞ୍ଚସଖା ହୃଦେ ଦର୍ଶନ ହୋଇବେ

ଷଡରିପୁ ପାଇ ଲୀନ,

ସପ୍ତନାଗ ଦାନ୍ତ ଭାଙ୍ଗି ହେବ କ୍ଷତ ।


Rate this content
Log in