STORYMIRROR

Suresh chandra Padhy

Others

3  

Suresh chandra Padhy

Others

ମୋ ଗାଁ ମୋ ମାତୃଭୁମି

ମୋ ଗାଁ ମୋ ମାତୃଭୁମି

1 min
322



ମୋ ଗାଁ ଟି ମୋର ସରଗ ପୁରୀ

   କେହି ନୁହେଁ ତା ଜଗତେ ସରି

ମୋ ଗାଁ ରେ ନୀତି ସୁରୁଜ ଦେଖେ

   ନଦୀ ବହି ଯାଏ ଗାଁ ର ପାଖେ

ମୋ ଗାଁ ର ମନ୍ଦିର ଭାରି ସୁନ୍ଦର

   ଭାରି ପ୍ରତ୍ୟକ୍ଷ ମୋ ଗାଁ ଠାକୁର

ଗାଁରେ ହୁଏ ଯାନି ଯାତରା

    ଆମ ଗାଁ ସବୁଠୁ ନିଆରା

ମୋ ମାତୃଭୁମି ମୋ ପାଇଁ ମହାନ

   ଏ ମାଟି ରେ ଗଢ଼ା ମୋ ଜୀବନ

ମୋ ଗାଁ ମୋର ମାତୃଭୁମି

   ମୋ ଗାଁରେ ଯାଏ ମୋ ମଥା ନଇଁ ।



Rate this content
Log in