STORYMIRROR

Debabrata Barik Debunu

Others

4  

Debabrata Barik Debunu

Others

ମୋ ଗାଆଁ

ମୋ ଗାଆଁ

1 min
210

ମୋ ଗାଆଁ ପବନ

କଉଠି ମିଳେନି

ମିଳେନି କେଉଁ ସହରରେ ।

ମୋ ଗାଆଁ ସୁନ୍ଦର୍

ମୋ ମା ସୁନ୍ଦର

ଲେଖେ ତା ପାଇଁ

ନୂଆ କାହାଣୀ ।

ମୋ ଗାଆଁ ଦାଣ୍ଡ

ମୋ ପାଇଁ ବଡ଼ ଦାଣ୍ଡ

ଗାଆଁ ନଇ ପାଣି ପବନ

ଦେହେ ଆଣେ

ମିଠା ଶିହରଣ ।

କହିବି କଣ

ଗାଆଁ କଥା ମୋର

ଯେତେ କହିଲେ

ବୁଝେନି ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍