STORYMIRROR

sudhakar sethi

Others

3  

sudhakar sethi

Others

ମୋ ଦେଶ ମୋ ପାଇଁ ଶ୍ରେଷ୍ଠ

ମୋ ଦେଶ ମୋ ପାଇଁ ଶ୍ରେଷ୍ଠ

1 min
34

ମୁଁ ସ୍ୱାଧୀନ ମୋ ଦେଶ ସ୍ୱାଧୀନ

ଉଡେ ଫରଫର ନେତ

ତ୍ରିରଙ୍ଗା ତଳେ ଗର୍ବେ କହୁଛି 

ମୋ ଦେଶ ମୋ ପାଇଁ ଶ୍ରେଷ୍ଠ

ରଖିବି ତାର ମହତ

ମୋ ଦେଶ ମୋ ପାଇଁ...


କେତେ ବଳିଦାନର ପୂଣ୍ୟଫଳ

କୋଣେକୋଣେ ତା ଭରିଛି

ବୀରପ୍ରସବିନି ମୋ ମାଟି ମାଆ

ଗରବେ ଠିଆ ହୋଇଛି ।


ମୁଠେଇଲେ ମାଟି ଝରିପଡେ ରକତ

ଦିଶିଯାଏ ବୀରଙ୍କ ମୁଖ

ଭୀରୁ ନୁହଁ ନୁହେଁ କାପୁରୁଷ

ମୋ ପାଇଁ ମୋ ଦେଶ ଶ୍ରେଷ୍ଠ 

ରଖିବି ତାର ମହତ

ମୋ ଦେଶ ମୋ ପାଇଁ...



Rate this content
Log in