STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ମୋ ବୋଉର ଓଢଣି

ମୋ ବୋଉର ଓଢଣି

1 min
205

କିଏ କହୁବା ନକହୁ

ଆମ ଗାଁ ବୁଢି ଆଇ ଓ ବୁଢି ମା ମାନେ

ସାଙ୍ଗ ହୋଇ ବେକ ଭାଙ୍ଗି

ଓଢଣି ଟାଣୁଥିଲେ ।

ଦିନ ରାତି ମୁନଡରୁଶ୍ରୀଛାତିଯାଏ

ଛୁଇଁବାଯାଏ ।

ଏବେ ଅଟକିଛି ମୋ ବୋଉର ମଥାରେ

ମୋ ପାଠ ପଢୁଆ ସିତରୀ ସୁଜଗ ଦେଖୀ

ଓଢଣି ସହ ଲୁଚକାଳି ଖେଳେ ।

ସହରରୁ ଗାଁ କୁ ବୁଲିଗଲେ

ଗାଁ ରୁ ସହରକୁ ଫେରିଲେ ।

ମୋ ଅନିଛା ସତେ

ମୋ ଶିକ୍ଷିତ ପୁଅ ବୋହୁଶ୍ରୀଙ୍କୁ

ଛୁଟି ଦିନେ ଗାଁ କୁ ବୁଲେଇ ନେବି

ସେଠି ସେମାନେ ଅନୁଧାନଶ୍ରୀକରିବେ ।

ଓଢଣି ତଳର ସେ ଲାଜୁଆ ହସ

ଆମ ଓଢଣି ତଳର ସେ କାହାଣି ।

ତା ମନକୁ ଛୁଇଁଲେ ସେ ଟିକିନିଖି

ବିଶଳେଷଣ କରିବ ଓଢଣି ତଳର କଥା ।


Rate this content
Log in