Asish Behera
Others
କେତେସେ ସୁନ୍ଦର କେତେସେ ଉଜ୍ଜ୍ୱଳ
ଅଟେ ମୋର ବିଦ୍ୟାଳୟ
ନାହିଁ ତାର ସରି ହିମାଳୟ ଗିରି
ସୁନ୍ଦର ମୋ ବିଦ୍ୟାଳୟ ।
ଛୋଟ ମୋର ଗାଆଁ ଛୋଟ ତାର ନାଆ
ଛୋଟ ଅଟେ ମୋ ପରିବେଶ
ତାରି ପାଇଁକି ପାଗଳ ହୁଅନ୍ତି
ସବୁ ଜନ ସବୁ ଦେଶ ।
ଉତ୍କଳ ସନ୍ତାନ
ଦୀପାବଳୀ
ମାୟା ସଂସାର
ରକ୍ତ ସ୍ନାନ
ପ୍ରିୟେ
ଅଶ୍ରୁଜଳ
କ୍ୟାଲେଣ୍ଡର
ଅଭିନୟ
ସିଦ୍ଧିଦାତ୍ରୀ
ଗୌରୀମାତା