Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Others

5.0  

Ashis Kumar Swain

Others

ମୋ ବାପା

ମୋ ବାପା

1 min
300


ତଳେ ପଡିଗଲେ କୋଳେଇ ନେଇକି ମୁଣ୍ଡକୁ ଆଉଁସି ଦିଅ , ଦୁଷ୍ଟାମୀ କରିଲେ ମୋ କାନକୁ ଧରି ସଠିକ୍ ରାସ୍ତାଟି କୁହ।


କେତେବେଳେ କ'ଣ ଦରକାର ପଡେ ମନଲାଖି ଖଞ୍ଜିଦିଅ , ଘାତ ପ୍ରତିଘାତ ଝଡ଼ ଝଞ୍ଜା ସହି ଆମକୁ ନୀତି ହସାଅ । ସଠିକ୍ ମାର୍ଗରେ ଚାଲିବା ପାଇଁତ ଦେଇଅଛ ଉପଦେଶ , ଜୀବନ ଯୁଦ୍ଧରେ ଆମ ପାଇଁ ତୁମେ କରିଛ କେତେ ସଂଘର୍ଷ । ସତ୍ୟ ,ଶାନ୍ତି ,ଦୟା, କ୍ଷମାର ପ୍ରତୀକ ତୁମେ ଚଳନ୍ତି ଠାକୁର , ମୋ ପାଇଁ ଆଦର୍ଶ ମୋ ବାପା ତୁମ୍ଭଙ୍କୁ କରୁଅଛି ନମସ୍କାର ।


Rate this content
Log in