STORYMIRROR

Dharitri Mallick

Others

3  

Dharitri Mallick

Others

ମୋ ଅତୀତ ଆଜିବି ଜୀବିତ

ମୋ ଅତୀତ ଆଜିବି ଜୀବିତ

1 min
495


ମୋ ଅତୀତ 

ସୁଖ ଦୁଃଖରେ ମିଶ୍ରିତ ।।

ହେଲେ ଦୁଃଖର ଛାୟା ,

ଢ଼େର ଅଧିକ ।।

ଜାଣି ପାରେନା ଅତୀତ ମୋର ,

ମୃତ ନା ଜୀବିତ ??

ଅତୀତ ହୋଇ ବି କନ୍ଦାଏ ବହୁତ ,

ଅତୀତ ଦିନେ ଥିଲା ବର୍ତ୍ତମାନ ।।

ଆଉ ଆଜିର ବର୍ତ୍ତମାନ ,

ହେବ ଦିନେ ଅତୀତ ।।

ମୋ ଅତୀତ ଆଜିବି ଜୀବିତ .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍