STORYMIRROR

Ghanashyam Biswal

Others

2  

Ghanashyam Biswal

Others

ମନରେ ନଆସୁ

ମନରେ ନଆସୁ

1 min
382

ମନରେ ନ ଆସୁ

ନୀଚ କଥା ଆଉ

ହିଂସା, ରୋଷ, ରାଗ, ଭାବନା ହୀନ

ପର ଦୁଃଖେ ସୁଖେ

ପର ହସ କାନ୍ଦେ

ସେବା କରି ମୋର ଯାଉ ଜୀବନ l


ମନରେ ନଆସୁ

ଇର୍ଷା, ଅହଙ୍କାର

କଟୁକଥା ଆଉ ଅସତ୍ୟ କଥା

ନିଜେ ଦୁଃଖ ସହି

ପରହିତ ପାଇଁ

ଯେତେ ପାଏ ପଛେ ମନରେ ବ୍ୟଥା l


Rate this content
Log in