Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Laxman Kumar Behera

Others Romance

3  

Laxman Kumar Behera

Others Romance

ମନର୍ ରାଧା

ମନର୍ ରାଧା

1 min
3.7K


ଆଗୋ ପେରେମ୍ ମୟୀ

ସୁଖ୍ ରସ୍ ମୟୀ

ପୁଇନ୍ ଆତ୍ ମା ନାୟିକା,

କୋଟି ଜନମ୍ ପରେ

ଭେଟ୍ ଲିଁ ପୂର୍ ଥୀ ନେ,

ଝୁରୀ ଶାନ୍ ତି ପାଏସି

ଇଖେନ୍ ସମିଆନେ ।

ବାହି ପୀର୍ ତି ନଉକା ।

କବିତାରେ ମୋର୍

ଲାକ୍ଷେ ଭାବ୍ ଦେଇ

ଧନ୍ ବାନ୍ କଲୁଁ ପ୍ରିୟା,

ଇଥିର୍ ଲାଗି ଭଲ୍ ପାଏସି

ମୁଡେ ଆର୍ ଚିତ୍ତେ,

ଜଗତ୍ ଜାନିଛେ

ପୁଇନ୍ ଏକା ମର୍ ତେ ।

ଭାବ୍ ପୀର୍ ତି ଦିଆନିଆ  ।

ମୋତେ ଭଲ୍ ପାଇ

ନିଜର୍ କରି

ଶହେ ନିନ୍ଦା ଯେ' ପାଏଲା,

ଜଗତ୍ ତାହାକେ

ଯାହା ପଛେଁ କହୁ,

ଦୂରେଇ ନାଇଁ ଦିଏ

ତା'କେ ମୋର ସ୍ନେହୁ ।

ରଖ୍ ମିଁ ନାଇଁ ଭୁଖା ।

ଲାକ୍ଷେ ଉପ୍ ହାର୍

ତାହାକେ ଦେମି

ହୁରୁଦ୍ ଯାହାକେ ଚାହେଁ,

ନିରବ୍ ଥିଁ ଯାର୍

କଥା କହିଁ କହିଁ,

ବିରହର୍ ଗୀତ୍

ମୁହେଁ ଗାଇ ଗାଇ ।

ଯାହାର୍ ଲାଗି ପୀଡା ସହେଁ  ।

ଧରିଦେଲେଁ ହାଏ

ପ୍ରେୟସୀର୍ ପାଦ୍

କୋଟି ନିନ୍ଦା ଯହିଁ ଫଲେ,

ଲୋଡା ନାଇଁ ମୋର୍

ସେଏନ୍ତା ସଂସାର୍,

ପେରେମ୍ କେ' କହେସନ୍

ପାପ୍ ଆଉର୍ ଜହର୍ ।

ଛିଁ ଦେଲେ ଫଲ୍ ମିଲେ  ।


( ଶୂନ୍ ଶୂନ୍ ମହାଶୂନ୍

ମନ୍ ରେ ଭର୍ ଲ ପୀର୍ ତି,

ତମର୍ ଲାଗି ହାଏ ଗୋ ସତୀ

ରଖ୍ ମିଁ ପେରେମ୍ କୀର୍ ତି । )


ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)

ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ

ପ୍ରେମ

ଏକ ପରିବର୍ତ୍ତନର ସ୍ବର •••

କବି କୁଟୀର, ଦଣ୍ଡାସିଂହା

ବାରକୋଟ, ଦେବଗଡ ( ଓଡିଶା )

ପିନ୍- ୭୬୮୧୦୮

[ " ପେରେମ୍ ଏକ୍ ଏନ୍ତା ପ୍ରତିଯୋଗୀତା

ତହିଁରେ ଯେ' ଜିତ୍ ସି ସେ ସଦା ହାର୍ ସି,

ଆର୍ ହାରି ଯାଏସି ଯିଏଁ ପାଇ ଯାଏସି ସବୁଁ

ନିଜର୍ ହୁର୍ ଦେ ଯାହା ଚାହେଁସି । " ]


Rate this content
Log in