ମନର କଥା
ମନର କଥା
1 min
3.0K
ବାଖ୍ଯା କରିବାର କିବା ପ୍ରୟୋଯନ
ପଦେ କଥାକୁ ବି ବୁଝେ ଦୁନିଆ
ଲକ୍ଷେ ତାରା ଥାଇ କି ହବ ଆକାଶେ
କେହି କଣ ହେବେ ଜହ୍ନ ଭଳିଆ
