STORYMIRROR

Chandan Mishra

Others

1  

Chandan Mishra

Others

ମନର କଥା-୪

ମନର କଥା-୪

1 min
1.3K



ଠାକୁର ମୂର୍ତ୍ତି ରେ ବୋଉକୁ ଦେଖୁନି

ଜହ୍ନ ରେ କେମିତି ଦେଖିବି ପ୍ରିୟା,


କଳ୍ପନା ରାଇଜେ ଗଢ଼ିନାହିଁ ଘର

ବାସ୍ତବିକତା ହିଁ ମୋର ଦୂନିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍