ମନର କଥା-୩
ମନର କଥା-୩
1 min
838
ନ୍ୟାୟ ଓ ଅନ୍ୟାୟ ରହିବ ନିଶ୍ଚୟ
ଥିଲା ସବୁବେଳେ ଅଛି ବି ଏବେ,
ଏଥିପାଇଁ କଣ ଧର୍ମ ନାଶ ହେଲା
ଏ ଏକଥା ସମାଜେ କହିବ କିଏ ।
