STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମଣିଷ

ମଣିଷ

1 min
167

ମୁଁ ଜଣେ ମଣିଷ ନା ତୁମର ଅଛି

ମଣିଷ ପଣିଆ ହୃଦରେ,ମନରେ।


ଯଦି ହଁ,

ପଶୁ ପରି ବଞ୍ଚୁଛି କେମିତି

ମାଆ,ଭଉଣୀ ଓ ପତ୍ନୀକୁ 

ସମାନ ଭାବିବା କ'ଣ ଯଥାର୍ଥ?


ଯଦି ନା,

ତେବେ ତ ଠିକ୍ ଭାବିଛନ୍ତି

ମୋ ପରି ଏ ମଣିଷ ଆଜି 

ମଣିଷ ହୋଇ କି ହିଁ ରହିନି।


ଦେଖୁ ନାହାନ୍ତି ଫେସବୁକକୁ

ଶାଶୂ ମାଆ ଜ୍ଜାଇଁର କୋଳରେ

ଭାଇବୋହୂ ଦେଢ଼ଶୂର ବାହୁରେ

ବାପା ବି ଝିଅକୁ ଛାଡୁନି

ପୁଅ ବିଭୋର ମାଆଙ୍କ ରୂପରେ।


ଏଠି ହଜି ଯାଇଛି ମଣିଷ ପଣିଆ

ଗୋଟେ ରାକ୍ଷସର ଏ ହାଟରେ

ସଭିଏ ଯେମିତି ଉବୁଟୁବୁ କାମନା ନିଆଁରେ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍