Prabhanjana Tripathy
Others
ସମସ୍ୟା ନ ଥିଲେ ସିଏ କି ମଣିଷ
ଜୀଇଁବା ପାଇଁତ ଖାଇବା
ଖାଇବା ପାଇଁ ତ ସଂସାରର ନାଟ
ଆଉ କିସ କଣ ପାଇବା
ଧନ୍ଦା ନ ଥିଲେ ଖୋଜିବା
ରାମ ନାମ ଗୀତ ଭଜିବା
ପୀରତି ପସରା ମେଲେଇ ବସିକି
ବନ୍ଧୁ ସହୋଦରେ ମଜିବା
ମୁଖାଗ୍ନି
ଅଜା
କବିତା
ମୋଦି ହାରିଲେ ହ...
ନାମ
ଶଗଡ଼ିଆ
ତୁମେ ୨
ଧର ଅସ୍ତ୍ର
ଦିନ ଧାର୍ଯ୍ୟ
ପଦ୍ମ ମୁଖି