STORYMIRROR

Niranjan Sahu

Others

2  

Niranjan Sahu

Others

ମଣିଷ ହେଲୁ କେମିତି

ମଣିଷ ହେଲୁ କେମିତି

1 min
136

କି ଟିକ ଟକ ହେଲା   

ସମସ୍ତଙ୍କୁ ବାୟା କଲା

ସାତ ରୁ ସତୁରୀ ଯିଏ ପାରିଲା

       ଟିକଟକେ ନାଚ କଲା,,

ଶାଶୂ ନାଚିଲା ଶଶୁର ନାଚିଲା

ଝିଅ ନାଚିଲା ଜ୍ୟୋଇଁ ନାଚିଲା

     କି ବେଳକାଳ ଆସିଲା

ଟିକଟକ ଆସି ସଂସ୍କାର, ସଂସ୍କୃତି

          ସବୁକୁ ନଷ୍ଟ କରିଲା,

ଯାହାର ଇଚ୍ଛା ସେ ନାଚିଲା

ଆମର କଅଣ ଗଲା

ନବଜାତ ଶିଶୁ ବାଦ ପଡ଼ିଲାନି

       ମଣିଷ ତଳକୁ ଗଲା,

ଧନ୍ୟ ଧନ୍ୟ ରେ ମଣିଷ ଜାତି

ହିତାହିତ ଜ୍ଞାନ ପଛରେ ପକେଇ

        ମଣିଷ ହେଲୁ କିମିତି,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍