STORYMIRROR

Kalyani Nanda

Others

3  

Kalyani Nanda

Others

ମନମୋହିନୀ

ମନମୋହିନୀ

1 min
147


ଦାମିନୀ....କାମିନୀ....ମନମୋହିନୀ ,

ଜାୟା ସେ ମାନିନୀ ,

ହଂସିନୀ....ଗଜଗାମିନୀ.....ରୂପ ଗର୍ବିଣୀ ,

ସୁନ୍ଦରୀ ସେ ଯେ ରମଣୀ ।


ମଧୁରଭାଷିଣୀ...ସ୍ବାଭିମାନୀ...ଅଭିମାନିନୀ ,

କର୍ମରତା ସେ ଯେ ସ୍ୱଳ୍ପ ଭାଷିଣୀ,

ଦୁଃଖନାଶିନୀ....ସର୍ବସହଣୀ.....କରୁଣାଦାୟିନୀ ,

କର୍ମଠ ସେ ଯେ ଗୃହିଣୀ ।


କମଳ ନୟନୀ....ଶକ୍ତି ପ୍ରଦାୟିନୀ....ସୁଖଦାୟିନୀ ,

ଭାବେ ଜିଣେ ସେ ଯେ ଭାବ ବିନୋଦିନୀ,

ଭଲ ମନ୍ଦ ଗୁଣେ ସେ ଶୋଭିନୀ.....ସ୍ନେହ ରୂପିଣୀ ,

ଶୋଭା ବର୍ଦ୍ଧିନୀ.....ସୁଲକ୍ଷଣୀ...ଘର ର ଘରଣୀ ,

ନାରୀ ତୁ କଲ୍ଯାଣ ମୟୀ ନାରାୟଣୀ ।




Rate this content
Log in