ମନବଳ
ମନବଳ
1 min
186
ହାରିବାର କଣ ଗୋଟେ ବୟସ
ମନ ରେ ବଳ ସାହସ ଥିଲେ
ଜିତିବା ଆମେ ଅବଶ୍ୟ।
ଜିତି ବାର ମଜ଼ା ଯେ ପାଇଛି
ବୟସ ତା ପାଖେ ହାର ମାନିଛି
ସମୟ କୁ ସେ ଜୟ କରିଛି।
କର୍ମ କରି ଚାଲ ବୟସ କୁ ନଦେଖି
ବୟସ ବି ହାରି ଯିବ
ତୁମେ କର୍ମ କରୁଥିବାର ଦେଖି ।
ପରିବାର ର ଦାଇତ୍ୱ ମୁଣ୍ଡଉପରେ
ଯେବେ ଥାଏ ମନ ମାନେ ନାହିଁ,
ଯେବେ ଆସେ ଅବସର ସମୟେ।
ହାତ ଗୋଡ ଚାଲୁ ଥିବା ଯାଏ
ହେ ମହାବାହୁ ରୋଗ,କଷ୍ଟ ନ ଆଣିବ ଦେହେ
କର୍ମ କରୁ ଥିବି ମୁହିଁ ମଶାଣି କୁ ଯିବା ଯାଏଁ।
