STORYMIRROR

Prabhash chandra Toltia

Others

3  

Prabhash chandra Toltia

Others

ମନ

ମନ

1 min
379

 ଭାବି ଭାବି ତୋର ବିତି ଯାଏ ଦିନ         

      କେତେ ଆଉ ଭାବୁଥିବୁ 

        ପୁରୁଣା ସ୍ମୃତିକୁ ମନେ ପକାଇ

        କେତେ ଲୁହ ଝାରାଇବୁ

        ବୁଝି ବି ହୁଏନା ତୋତେ 

        କେତେବେଳେ ହସୁ ପୁଣି କେତେବେଳେ କାନ୍ଦୁ  

        ତୁ ତ ମୁକୁଳା ଖୋଲା ଆକାଶର ଚଢେଇପରି

        ତୋତେ କିଏ ବାନ୍ଧିବ ପଞ୍ଜୁରୀ କରି

        ତୁ ତ ବଡ଼ ଭାବୁକଟେ ଭାବିବୁନି କାହିଁକି?

        କିଏ କଣ କହିଲେ ତୋର କଣ ଯାଏ କି?


Rate this content
Log in