STORYMIRROR

Jeenashree Routray

Others

3  

Jeenashree Routray

Others

ମନ ମୋର ପ୍ରଜପତି

ମନ ମୋର ପ୍ରଜପତି

1 min
172


ମନ ମୋର ପ୍ରଜାପତି

ମୁଁ ଜଣେ ନାହିଁ ମୋର ଗତି

ଭ୍ରମର ପରି ତ ପାଗଳ ମୁଁ

ମଧୁ ଜୋଛନା ର ପ୍ରସ୍ପୁଟିତ ଫୁଷ୍ପଟେ ମୁଁ

ମୁକ୍ତ ଆକାଶେ ଉଡୁଥିବା ପ୍ରଜାପତି ମୁଁ

ସପ୍ତରଙ୍ଗ ପରି ରଙ୍ଗାୟିତ ମୋ ଶରୀର

ଛିଟ ଛିଟ ରଙ୍ଗେ ମନ ଯାଏ ଉଡି

ମନ ତ କାହିଁ କେଜାଣି ଚାଲେ ବୁଡି ବୁଡି କେତେ ଦୂର.....🦜

ମତୁଆଲ ମନ ତ ମାନେନ 

ଭାବନା ର ସୀମାକୁ ସେ ଚାହେଁନା

ମନ ହୁଏ ମୋର 

ହେବାକୁ ପ୍ରଜାପତି

ଅନାମନା ହୁଅଇ ମନ ସାରା ରାତି

ଟିପି ଟିପିକା ପ୍ରଜାପତି

ଏଣେ ତେଣେ ବୁଲି ଆସଇ ନିତି

ଫୁଲ ବଗିଚା ରେ ଯାଏ ମୁଁ ବସି

ଉଙ୍କି ମାରଇ ଅନେକ କଥା ଆସି

ମନ ମତାଣିଆ ରେ ମୋ ମନ ହୋଇ ଉଠେ ଉନ୍ମାଦନା

ଇନ୍ଦ୍ରଧନୁ ର ରଙ୍ଗେ ସଜେଇହୋଇ

ମୋ ମନ ପଛକୁ ଫେରିବାକୁ ଚାହେଁନା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍