ମନ ଅରଣ୍ୟ
ମନ ଅରଣ୍ୟ
1 min
2.9K
****
ଅବୁଝା ମନକୁ ବୁଝେଇବ କିଏ
ନିଜ ମନ ବି ତ ନିଜେ ବୁଝେନା
ଗହନ କାନନ ଘଂଚ ଅରଣ୍ୟ
ଯେଉଁ ବାଟେ ଯାଅ ସବୁ ଅଚିହ୍ନା !
ଅନାବନା ସବୁ ନିଜ ରଚନା
ନିଜ ପାଇଁ ଲାଗେ ଅରଣ୍ୟ ରୋଦନ
ମନ ବୀଣା ତାରେ ମଧୁ ମୂର୍ଛନା !
