STORYMIRROR

sumita behera

Others

3  

sumita behera

Others

ମଳୟ

ମଳୟ

1 min
183


ମଳୟ ଆଣିଛି ବାସ୍ନା

ଫୁଲରେ ଫୁଲରେ,

ବିଭୋର ଆଜି ମୁଁ କିଆଁ

ତା' ମିଠା ଛୁଆଁରେ ??


ବସନ୍ତ ଭରିଛି ଏବେ

ତନୁରେ ଜୁଆର,

ପ୍ରିୟ ପଦଶବ୍ଦ ଶୁଭେ

ମୁକୁଳା ଦୁଆର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ