STORYMIRROR

BULU BEHERA

Others

3  

BULU BEHERA

Others

ମlଆ ରାମଚଣ୍ଡୀ

ମlଆ ରାମଚଣ୍ଡୀ

1 min
302

ସାମୁଦ୍ରିକ ବେଳାଭୂମିର ତଟ ଦେଶରେ

ଝାଉଁ ବଣର ସାଇଁ ସାଇଁ 

ପବନର ଉହାଡ଼ରେ

ବେଳାଭୂମିର ବାଲୁକା ସ୍ତୁପ ମଧ୍ୟରେ

ମୁଖ୍ୟ ସଡକର ଅନୁକୋଣରେ

ଆବିର୍ଭାବ ହୋଇଛନ୍ତି

ଜଗତ ଜନନୀ ମାଆ ରାମଚଣ୍ଡୀ

ମନ୍ଦିରଟିର କାରୁକାର୍ଯ୍ୟ 

ଅତି ନିଖୁଣ ଓ ମନୋରମ

କିନ୍ତୁ ପର୍ଯ୍ୟଟକମାନଙ୍କର  

ଉକ୍ତ ସ୍ଥାନଟି ବଣଭୋଜି ପାଇଁ

ମୁଖ୍ୟ କେନ୍ଦ୍ରସ୍ଥଳୀ ଭାବେ ପ୍ରସିଦ୍ଧ 

ପ୍ରତିଦିନ ଭକ୍ତ ସମାଗମ ହୁଏ

ଅତୀତରେ ପଢିଥିବା କବି

ନିକକଣ୍ଠ ଦାସଙ୍କ ରାମଚଣ୍ଡିରେ ସନ୍ଧ୍ୟା

କବିତା ସେଠିକୁ ଗଲେ ମନେପଡ଼ିଯାଏ l

ସେହି ସବୁ ଅତୀତର ଗାଥାକୁ

ସ୍ମରଣ କରି ମାତାଙ୍କ  ପାଦତଳେ

ଭକ୍ତି ନୈବେଦ୍ୟ ଅର୍ପଣ  କରି

ଅନ୍ତରର ବେଦନାକୁ ମାଆଙ୍କୁ ଜଣାଇ

ସପରିବାର ସହ ସ୍ୱଗୃହକୁ  

ଆମେ ପ୍ରତ୍ୟାଗମାନ କଲୁ l



Rate this content
Log in