Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ମିଠା ମିଠା ଗୀତ । କାଶ୍ୟପ ।

ମିଠା ମିଠା ଗୀତ । କାଶ୍ୟପ ।

1 min
1.3K


ଝାପସା ଝାପସା ମୁହଁ କିଛି ଆସି , କାଲି ରାତି ରେ ପୁଣି ଛିଡା ହୋଇଗଲେ, କଣ ? ତମେ ଆମକୁ ଭୁଲି ଗଲ ! ଆଖି ଭିଜି ଗଲା ମନ ହୋଇ ଗଲା ଭାରି , ମୁଁ କହିଲି , ତମେ !ଆଜି ବି ମନେ ଅଛ, । (୧)

ଝରକା ! ଖୋଲିବା ବାକି , ଭୀଷଣ ଗ୍ରୀଷ୍ମ ରେ, ଶୀତଳ ପବନ ହୋଇ ମନ କୁ ଛୁଇଁ ଯାଅ, ସ୍ମୃତି --------------! ତମେ ନୁହଁ କି ? ଆଜି ବି ! ମିଠା ମିଠା ଗୀତ , ମିଠା ମିଠା ଗୀତ । (୨) ରାମ ପ୍ରସାଦ ବିଶୋଇ, ରାୟଗଡ଼ା । ତା-୨୬-୦୪-୧୬ ସମୟ-ସକାଳ-୮-୧୧ ମି,


Rate this content
Log in