STORYMIRROR

Narayan Sethi

Children Stories Tragedy Children

4  

Narayan Sethi

Children Stories Tragedy Children

ମିଠା ଖାଇବାର ଇଛା

ମିଠା ଖାଇବାର ଇଛା

1 min
284

ମିଠା ଖାଇବାର ଇଛା

ହେଲେ କାଗଜର ପିଇସା ନାହିଁ

ଦୋକାନର ଆଗରେ ଠିଆ ହୋଇ

ଚାହୁଁଛି ହେଲେ ପାରୁନି ନେଇ

କାରଣ ମୁଁ ତ ଗରିବ

ଆଉ ମୋ ପାଖରେ କିଛି

ଟଙ୍କା ପଇସା ନାହିଁ ....!!

ମୁଁ ଅସହାୟ ଗରିବ ଛୁଆ

ମୁଁ ତ ନିଜେ ମୋ ପରିଚୟ

ମୁଁ ଜାଣିନି କି ବୁଝିନି

ଦୁନିଆଁକୁ ଆସିଛି ଏକା

କିନ୍ତୁ ମୋର କୌଣସି

ପରିଚୟ କି ସମ୍ପର୍କରେ

ଜନ୍ମରୁ ଯୋଡି ହୋଇ ନାହିଁ....!!

ମିଠା ଖାଇବାକୁ ଇଛା

କାଗଜର ପଇସାର ନାହିଁ

ଦୋକାନ ଆଗରୁ ବାସ

ଦେଖିବା ହିଁ ମୋର ମନ

କିନ୍ତୁ ମୁଁ ଇଛା ଥିଲେ ବି

ହାତ ବଢ଼େଇ ନେଇ ପାରୁନାହିଁ....!!

ମିଠା ଖାଇବାକୁ ଇଚ୍ଛା

ହେଲେ କାଗଜର ପଇସା ନାହିଁ

ମନ ସିନା ଦେଖି ଲାଳସା ହେଉଛି

କିନ୍ତୁ ପାରୁନାହିଁ କିଛି କିଣି

ମିଠା ଖାଇବାକୁ ଇଛା

ହେଲେ କାଗଜର ପଇସା ନାହିଁ ....!!


Rate this content
Log in