ମିତଣି
ମିତଣି
1 min
263
ମିତଣି ଲୋ ଟିକେ ପଛକୁ ଅନା
ଅବଳା ଦୁର୍ବଳା ଘର କରଣା
ଦୀପତଳ ଏଠି ଧପଧପ ଜଳେ
ଭାରି ଅସନା
କଣ କହୁଛୁ ମିତଣି ଲୋ
ଟିକେ ପଛକୁ ଅନା
ଦିନକ ପାଇଁ ତୁ କଥା ଦେଇଯା
ତା ଘରେ ଯାଇ ମୋର ଭାରିଜା
ସହଜ ସହଜ ନୀଳ ଆଖି ତାର
ଭାରି ଅବୁଝା
କଣ ବୁଜିଲୁ ସତ କହି ଯା
ଦିନକ ପାଇଁ ତୁ କଥା ଦେଇଯା
ମୋ ରାଣ ତୁ କାନ୍ଦେନା ଆଉ
ସରମ ନ କରି ମାନି ଯାଆ ତୁ
ମିତଣି ଲୋ
ନରମ ଗଳାରେ ସମ୍ଭବତ ସବୁ
ହିନିକପାଳିର ଦୋଷ ନଥାଉ
ସେତିକି ଥାଉ
ମୋ ରାଣ ତୁ କାନ୍ଦେନା ଆଉ
ମିତଣି ଲୋ
