STORYMIRROR

Kumarlal Rana

Others

3  

Kumarlal Rana

Others

ମହୁଲ ଭଟାର ଇତିହାସ ମାଟି

ମହୁଲ ଭଟାର ଇତିହାସ ମାଟି

1 min
218

ମହୁଲ ଗଛରେ  ପୁରି ରହିଥିଲା 

     ଆମ ଗାଆଁ ମାଟି ସ୍ଥାନେ l

 ପାଇକ ସଉରା    ଲୋକଙ୍କ ବସତି 

     ଲାଭରେ   ଥିଲାଟି ଗୁଣେ l

  ଲରକା ମାଟିରୁ   ଆସିଣ ରହିଲେ 

       କୁମ୍ଭାର    କୁଳର ଜାତି l

   କୁମ୍ଭ ଦୀପ ହାଣ୍ଡି  ଗଢ଼ି ଗଢ଼ି କରି 

       ବଢାଇ  ଦିଅନ୍ତି ବୃତ୍ତି l

    ସହଦେବ ନାମେ କୁମ୍ଭାର ବୋଲାଏ  

        ବଢ଼ାଇଣ   ବଂଶ କୂଳ l

   ସାତ ପୁତ୍ର ଜନ୍ମ    ହୋଇଲା କୂଳରେ 

           ବିକାଶରେ ଜମେ ମୂଳ l

ବିକାଶ ବଞ୍ଚାଇ   ନାମଟି   ରଖିଲା 

     ମହୁଲ ଭଟା ଯେ  ଗ୍ରାମ l

ବିକାଶ ପଥରେ ଅଗ୍ରରେ ରହିଲା 

      ମାଟିର ଗୁଣ  କଲ୍ୟାଣ l


Rate this content
Log in