ମହିଳା ସାଶକ୍ତିକରଣ
ମହିଳା ସାଶକ୍ତିକରଣ
ମହିଳା ସଶକ୍ତିକରଣ
•••••••
ମାନବଜାତିର ସମସ୍ୟାଗୁଡ଼ିକ
ଏତେ ମାରାତ୍ମକ
ଆସେ ବୁଝାମଣା ଅଭାବରୁ
ଏବଂ ପୁରୁଷର ନିର୍ଦୟୀ
ଉଦାସୀନତାରୁ
ତାହାର ଅନ୍ୟ ଅର୍ଦ୍ଧାଂଶ
ସ୍ତ୍ରୀଗଣଙ୍କ ଆଡ଼କୁ
ସେ କରେନା ଆବଶ୍ୟକ
କିଛି ସହାନୁଭୂତି
ପୁରୁଷ ଅବଶ୍ୟ କରିବ ଅନୁଭବ
ତାର ନୈସର୍ଗିକ କଣକୁ
ଏବଂ ତାହାର ନୀରବ ଯନ୍ତ୍ରଣାକୁ
ଦୟା ଓ ସମାନୁଭୁତି ସହିତ
ଯଦି ନଥାନ୍ତେ ନାରୀଗଣ
ଓ ନଥାନ୍ତା ସ୍ତ୍ରୀସୁଲଭ ପ୍ରବୃତ୍ତି
ପୁରୁଷ ହେବ ପ୍ରକୃତ ପକ୍ଷେ
ନ୍ୟୁନତମ ମୁଲ୍ୟଯୁକ୍ତ
ବାସଗୃହ ଓ ଖାଦ୍ୟହୀନ
ପୁରୁଷ ନିଏ ଜଣେ ବିରାଟ ପରଭକ୍ଷୀର ଭୂମିକା
ସେ ଅଟେ ମୁନିବ ଲୈଙ୍ଗୀକ ସଦୃଶ
କିନ୍ତୁ ନାରୀସୁଲଭ ସହାୟତା ବିନା
ପୁରୁଷର ଦୁନିଆ ଯିବ ମିଳେଇ
ମୁହୂର୍ତ୍ତକ ମଧ୍ୟରେ
କରିବା ଦ୍ୱାରା କେବଳ ନାରୀକୁ ଶକ୍ତିଶାଳୀ
ସବୁଠାରୁ ଭଲପଣିଆ ହେବ ନିର୍ଗତ
ପୁରୁଷ ଠାରୁ
ନିର୍ମାଣ କରିବାକୁ ଏକ ନୂତନ ପୃଥିବୀ
ଜ୍ଞାନୀ ଓ ସୁସ୍ଥମସ୍ତିଷ୍କଯୁକ୍ତ
ତାପରେ ତାକୁ ଦିଅ ଅନୁମତି ହେବା ପାଇଁ ପୁରୁଷଗଣଙ୍କ ନେତା
( The poem WOMEN EMPOWERMENT
written by,©Bhagirath Choudhary on 03.07.25
and translated in Odia language by ©Abadhoot Panda )
