STORYMIRROR

jagabandhu sahu

Others

3  

jagabandhu sahu

Others

ମହାଶିବ ରାତ୍ରୀ

ମହାଶିବ ରାତ୍ରୀ

1 min
274

ଶିବ ଚର୍ତୁଦ୍ଦଶୀ ହେଲା ଆଜି ସଖି

ଆସିଛି ଦେଖେ ଜାଗର

ଆଶୁତୋଷଙ୍କର ଦର୍ଶନ ନିମନ୍ତେ

ମନ ହେଲାଣି ମୋ ଅଧିର ।


ପାଳିବା ଜାଗର   ରହି ଉଜାଗର

ଜପି ଶିବ ପଞ୍ଚାକ୍ଷର

କରିବା ପ୍ରଭୁଙ୍କ   ଅଭିଷେକ ପୁଣି

ଢ଼ାଳିବା ଯେ କଞ୍ଚାକ୍ଷୀର ।


କେତକି ଗୟଶ   ଦୁଧୁରା ଟଗର

ଦେବା ପୁଣି ଚମ୍ପା ହାର

ଭାବ ଭକତିରେ  ପୂଜିଲେ ପ୍ରଭୁଙ୍କୁ

ଦେବେ ମନ ଲାଖି ବର ।


ଦେଖିବା ଯେ ଦୁହେଁ ମହାଦୀପ ସଖି

ରାତି ରହି ଉଜାଗର

ଜପୁଥିବା ତୁଣ୍ଡେ   ଶିବ ପଞ୍ଚାକ୍ଷର

ମହା ଯୋଗି ଯୋଗେଶ୍ବର ।


ସଭିଙ୍କର ମନବାଞ୍ଛା   ହେଉ ପୂର୍ଣ୍ଣ

କରେ ପ୍ରଭୁ ନିବେଦନ

ମହାଶିବ ରାତ୍ରୀ ଉପଲକ୍ଷେ ସର୍ବେ

ଘେନ ମୋ ଅଭିନନ୍ଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ