ମଧୂର ଵଚନ
ମଧୂର ଵଚନ


ହେ,ବିଶ୍ଵର ନରନାରୀ ଗଣ
ଣୁଣ ଦେଇ ମନ କର୍ଣ୍ଣ
ଭାଷିବ ସଦା ମଧୁର ବଚନ
ତୋଷିବ ସଭିଙ୍କ ମନ ।
ରଖିଥିବ ଧ୍ୟାନ
ମଧୁର ବଚନ ଅଟଇ
ପୀୟୁଷ ସମାନ
ମଧୁର ବଚନେ
ବିଶ୍ଵ ହୋଇବ ମଧୁମୟ
ହଟିଯିବ ସଭିଙ୍କ
ମନର ବିରସ ପଣ ।
ହୋଇବ ସଭିଙ୍କ
ସହାସ୍ୟ ବଦନ
ବଚନେ କି ରହିବ
ଦରିଦ୍ର ପଣ ।
ମିଠା କଥା
ଭରି ଦିଏ ପୁଲକ .