Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Others

3  

Pratap Chandra Mishra

Others

ମଧୁମହ୍ଲାର

ମଧୁମହ୍ଲାର

1 min
153


ମଳୟ ମହ୍ଲାର ବହି ଯାଉଅଛି

ତୁମ ସ୍ପନ୍ଦନ ତାଳ ନେଇ  

ଗାଧୁଆ ତୁଠେ ଚହଲା ପାଣିରେ ତୁମ

ପ୍ରତିବିମ୍ବ ସହ ଛଡା ଅଳତା ଗାରେଇ ।


ସେ କୂଳରୁ ଏ କୂଳ ଯାଏଁ ଚିହ୍ନା

ତୁମ ଅତର ମହକି ଯାଏ  

ସେ ମହକେ ମଧୁଚନ୍ଦ୍ରିକା ଜ୍ୱାଳା

ମଧୁପିଆଲା ପାଇ କାୟା ମନ ସବୁ

ଜହର ଖେଳାଇ ଦିଏ ।



Rate this content
Log in