Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Others

5.0  

Alhadini Panigrahi dash

Others

ମାୟା ମରିଚିକା

ମାୟା ମରିଚିକା

1 min
283


ଆଜି ବି ଲୋଭର ମୋହ ରେ

ବାନ୍ଧି ହୋଇ ମଣିଷ ଧାଉଁଛି

ଧାଉଁଛି ଟଙ୍କା ର ମାୟା,ମରିଚିକା ପଛରେ.. ଅଣନିଃଶ୍ଵାସୀ ହୋଇ ।


ଏହି ଟଙ୍କା ପାଇଁ ହଜି ହଜି ଯାଉଛି

ମଣିଷ ର ମଣିଷ ପଣିଆଁ ।

ଭୁଷୁଡି ପଡୁଛି ମଧୁର ସଂପର୍କ ରେ ଛାତ

ଦେଖାଦେଉଛି ଆତ୍ମବିଶ୍ବାସ ରେ ଫାଟ ।


ଯେତେସବୁ ହିଂସାକାଣ୍ଡ ,ବାଦ ବିବାଦ, ତ ଏଇ ଟଙ୍କା ପାଇଁ,

"ଅର୍ଥ ପରା ସବୁ ଅନର୍ଥ ର ମୂଳ ।

ନିଜେ ନିଜର ଶତ୍ରୁ ପାଲଟି ଯାଇଛି ଆଜି ମଣିଷ

କେବଳ ଏଇ ଟଙ୍କା ପାଇଁ ।

ଅର୍ଥ ସର୍ବସ୍ବ ଦୁନିଆଁ ରେ ମହୁମାଛି ପରି ଅର୍ଥ ସଂଗ୍ରହ କରିବା ଠିକ୍ ।

କିନ୍ତୁ

ଅର୍ଥ ମୋହ ରେ ଏତେଟା ବି ଅନ୍ଧ ହୁଅ ନାହିଁ

କି !ନିଜର କବର ରେ ନିଜେ ପଡିଯିବା ର ଭୟ

ତୁମକୁ ପ୍ରତି ମୁହୂର୍ତ୍ତ ମୁହୂର୍ତ୍ତରେ ଗ୍ରାସ କରୁଥିବ ।



Rate this content
Log in