STORYMIRROR

Apalata Aruk

Others

3  

Apalata Aruk

Others

ମାଟିର ପୁଅ ମୁଁ ଚଷା

ମାଟିର ପୁଅ ମୁଁ ଚଷା

1 min
220

ଶତ ଦୁଃଖ ସହି କର୍ମ କରୁଥାଇ

ମାଟିର ପୁଅ ମୁଁ ଚଷା,

ସାରା ଜଗତକୁ ଯୋଗାଏ ଆହାର

ମୁଁ ଯେ ସଭିଙ୍କ ଭରସା।

ଆସୁ ପଛେ ଯେତେ ଦୁଃଖ ଦୁର୍ବିପାକ

ନ ବୁଡୁ ମୋର ବେଉସା,

ଅନ୍ଧ କରି ମୋତେ ଦର୍ପଣ ଦେଖାଇ

କର ନାହିଁ ଲୋକହସା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍