STORYMIRROR

Kumarlal Rana

Others

3  

Kumarlal Rana

Others

ମାଟିର ବିକାଶ

ମାଟିର ବିକାଶ

1 min
236

ହାମର ଗାଁ ମହୁଲ ଭଟା ଗୁଟେକ ବଡ଼ ଗାଁ ଏ l

ଇ ଗାଁନେ ଯହ କୁମ୍ଭାର ଯାଏତ ଅଛନ l

କୁମ୍ଭାରମାନଂକର ଜୀବିକା କୃଷି, ଦେଶି କାମ, 

ମାଇଟ କୂଡା, ମିସ୍ତ୍ରୀ କବାର, କୁଳି କାମ, 

ରୋଡ଼ କାମ, ଡାମର ଢଳା  କାମ, ଭୂତି ବନି, 

ଝାର  ଘିଚା, ପାଲହା ରୁପା, ଧାନ କଟା, ଇ କାମତି 

ଲୋକମନେ ଯହ ଧ୍ୟାନ ଦଉଛନ l  

ହାମର ଗାଁର ତିହାର ବାହାର 

ଯହ ଧୁମ ଧାମନେ ପାଲନ ହେସି l

ଗାଁନେ ମୁଖିଆ ତିହାର ଦଶରା, ନୂଆଖାଇ, 

ଏ ଗାଁ ନେ ମୁଗ, ବିରି, କୁଲ୍ହାଦ, ଚନା, ଧାନ 

ସେରସଁ, ଚାଷ ବାସତି ଭର୍ତି ପୁରିଛେ l

ଫଲ ମୂଲ ଚାଷନେ ଗାଁ ମହକି ଯାଉଛେ 

ଗାଁର ଇଷ୍ଟଦେବୀ ମା ଲଙ୍କେଶିରୀ l

ଗାଁର ଚି଼ଆର ବେରହାତି ଗାଁ ଦେବୀ ଦେବତା ଅଛନ l

ଗାଁତି ଠାକୁର ଠାକୁରନ ଡୁଙ୍ଗର ମାଇଲି 

ଦେବୀ ଦେବତାମନେ ପୂଜା ପାଉଛନ ।



Rate this content
Log in