STORYMIRROR

Akshayakumar Dash

Others

2  

Akshayakumar Dash

Others

ମାଟିମାଆ

ମାଟିମାଆ

1 min
105

ଜନ୍ମ ହେଲି ଜେବେଠୁ

ତୋର କୋଡ଼ରେ

ଖାଇବା ପିଇବା

ଶୋଇବା ରହିବା

ବର୍ଷା କି ଖରାରେ

ଶୀତ କି ବସନ୍ତରେ

ତୋର ପଣତ ତଳେ

ସମସ୍ତଙ୍କ ପରି

ମୋର ଭିଟାମାଟି ।

ଜନ୍ମ ଗୃହ କାନ୍ଥରେ

ତୁ,ମାଆ ଷଠିଦୁଷି

ବାହାରେ ପ୍ରକୃତି

ମନ୍ଦିରରେ ଠାକୁରାଣୀ

ସକଳ ପ୍ରାଣୀଙ୍କ ପାଇଁ

ଦେବୀ ମଙ୍ଗଲା ।

ତୋର ପ୍ରସାରିତ ବକ୍ଷରେ

ବିଶ୍ୱ ସାରା ପାଳନ

ତୋର ମମତାର ଡୋରି

ଟାଣିଆଣେ ଭିଟା ମାଟିକୁ

ରାଜାହେଉ କି ରଙ୍କହେଉ

ଯେଉଁଠି ଥାଉ 

ମମତା ଟାଣେ

ମାଟିରେ ମିଶିବାକୁ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Akshayakumar Dash

ଜମି

ଜମି

1 min വായിക്കുക

ଆଲକ

ଆଲକ

1 min വായിക്കുക

ଗଇଛ ଶାଗ

ଗଇଛ ଶାଗ

1 min വായിക്കുക

ଗୋପବନ୍ଧୁ

ଗୋପବନ୍ଧୁ

1 min വായിക്കുക

ସନ୍ଥ

ସନ୍ଥ

1 min വായിക്കുക

କର୍ମ ଫଳ

କର୍ମ ଫଳ

1 min വായിക്കുക

କୃଷ୍ଣ

କୃଷ୍ଣ

1 min വായിക്കുക

ଫଳ

ଫଳ

1 min വായിക്കുക