STORYMIRROR

Pramila Mohanty

Children Stories Inspirational

3  

Pramila Mohanty

Children Stories Inspirational

ମାଟିଲଗ୍ନା

ମାଟିଲଗ୍ନା

1 min
26


ଆଦ୍ୟସୃଷ୍ଟି ତୁମେ 

 ଦୁମେ ଦିଗନ୍ତ

ସାବଲିଳ ଭାଷାର ମହକ

ସଞିତ ଗାଥା ଅମାପ

ମାଟିର ମଣିଷ

ମାଟିରେ ମିଶ୍ରଣ

ଭାବ ଭାଷା

ସଦା ଜିବନ୍ତ

କହିଦିଏ ଅନ୍ତରର

ପରିଭାଷା ଅନେକର

ଅଭୂଲା ଅପାସରା

ଗାଥା ଅନେକ

ସାଇତା ସ୍ମୃତିର

ପଦଶବ୍ଦ

ଅସରନ୍ତି ପୁଲକ

ସଦ୍ୟତମ ସ୍ନାତା ମହକ ।



Rate this content
Log in