Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3  

Dipti lekha Mishra

Others

ମାଟିକୁମ୍ପି

ମାଟିକୁମ୍ପି

1 min
11.7K


ତିଆରି କଲା କୁମ୍ଭାର ଭାଇ

ମାଟିରେ ଏକ କୁମ୍ପି

କୁମ୍ପି ଭିତରୂ ଟଙ୍କାପଇସା

ନେବନି କିଏ ଝାମ୍ପି ॥


କୁମ୍ପିରେ କୁମ୍ପି ମାଟିକୁମ୍ପି

ଲାଗିବନି ତୋ ଦେହେ 

କେବେ ବି ଜମା ଫିମ୍ପି


ତୋ ଦେହ ଭିତରେ ସଞ୍ଚି 

କେତେ ଖୁଚୁରା ନୋଟ ଟଙ୍କା

ଧରିଛି ଖୁସିରେ ମାଟିକୁମ୍ପି ॥


କେଉଁ ଭାଷାରେ କେମିତି

ଦେବି କୁମ୍ଭାରକୁ ଧନ୍ଯବାଦ

ଜାଣି ବି ଅଜଣା ହୁଏ ମୁଁ ନିତି

ପଡିବନି କଦା ଆଉ ପ୍ରମାଦ


Rate this content
Log in