ମାଟିଘର
ମାଟିଘର
1 min
116
ଆମ ମାଟି ଆମ ପାଇଁ ଅଛି କଲ୍ୟାଣ ସାଜି l
ମହତ କାମନା ପୁରାଇ ଦେଇ ହୋଇଛି ରାଜି l
ମାଟିରୁ କବଳ କରିଛି ଚାଷ କ୍ଷେତରେ ଭରି l
ମାଟିରେ ସବୁଜ ଚାଷରେ ପୁରେ କୋଳଥ ବିରି l
ଧାନ କେରା କେରା ଫଳିଛି ଫଲ ଅତି ସୁନ୍ଦର l
ସାଜି ଅଛି କ୍ଷେତ ବିରି ଚାଷରେ ମହୀରେ ସାର l
କାମନା ଜଗତ ପୁରାଏ ଚାଷ ଭଣ୍ଡାର ଘରେ l
ଜଗତର ସୁଖ ପାଳିବା ପାଇଁ କିରତୀ ପୁରେ l
