STORYMIRROR

Kumarlal Rana

Others

3  

Kumarlal Rana

Others

ମାଟି

ମାଟି

1 min
164


ଆମ ମାଟି ଆମ ପାଇଁ ସୁନା ଦିଶେ 

     ଆମ ପାଇଁ ବଢ଼େ ଯଶ l

ଆମର   କିରତୀ  ଆମ    ପାଇଁ ବଢ଼େ 

     ଆମ  ପୁଣ୍ୟ ଇତିହାସ l

ଆମ ପାଇଁ କୁମ୍ଭ  ହୋଇଛି ଜାଗ୍ରତ 

     ହିତରେ  ଭରି  ମହତ l

କୁମ୍ଭ  ହାଣ୍ଡି  ଯେତେ   କୁମ୍ଭାରଙ୍କ ମଣି 

     ହୋଇଅଛି ଉପହାର l

ଚାଷ   ବାସେ   ହିତ    ଲାଗିଛି ସଂସାର 

    କୃଷକର ପୂଣ୍ୟ ଭାର l

ଜାଗ୍ରତ କରିଛି କୁମ୍ଭାର ସଂସାର 

 ହିତରେ ଯଶ ମୋ   ମାଟି l

ମାଟିର  ମଣିଷ   ଭାବ ବିନିମୟେ 

     ହାଣ୍ଡି କରି ଅଛି  ସୃଷ୍ଟି l


Rate this content
Log in