STORYMIRROR
ମାଟି
ମାଟି
ମାଟି
ମାଟି
ନିଜକୁ ସମର୍ପି ଦିଏ
ଖୋଲିଦିଏ,
ଧରିରଖେ
ସବୁବେଳେ
ସଞ ଓ ସକାଳେ।
ହାତ ପାହାନ୍ତାରେ
ଆରମ୍ବରୁ ଶେଷଯାଏ
ଗ୍ରହଣ କରୁଥାଏ
ସଭିଙ୍କର ମନ ଲାଖି
ଅଭୀପ୍ସା।
କୋଳେଇ ନିଏ
ନିଶ୍ଚିନ୍ତରେ
ଶୁଆଇଦିଏ,
ବିଶ୍ୱାସ ରଖେ ସବୁବେଳେ
ଆଉକିଛି ଦେବାରେ।
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Puspanjali Panda
Download StoryMirror App