STORYMIRROR

Kumarlal Rana

Others

3  

Kumarlal Rana

Others

ମାଟି

ମାଟି

1 min
165

ମାଟିନେ  ଗର୍ଜୁଛେ   ମୁଗ ବିରି ଚନା 

       ଭରିଛେ ଶାଗ  ଭାଜି l

ଲlଖଡି ଚନାରେ   ପୁରିଛେ  ବାହାଲ 

       କମିହା ଚଷା ଅଛେଅର୍ଜି l

ଶୀତ ମାସର ଚାଷ     ଶାଗ ଭାଜି କୋବି 

        ତାର ସଂଗେ ଦେଶି ଆଳୁ l

ମୂଳା  ଭେଣି କନ୍ଦା  ବୀଆଗନ ଚାଷ 

         ବାଇର  ଭରିଛେ ମୁଳୁ l

 ସେମେରସିଆ ରଙ୍ଗ    ଆମର କୁଆଁ ବାରିନେ            ଭରତୀ   ହେଇଛେ ଜାନି l

  ପୁରଖା ମାଟିର ଯଶ କୀର୍ତିର   ଧନ 

       ଆମର ମାଟିର  କହାନୀ l

ମାଏଟ  ମାଆର     ଧନେ ଅର୍ଜିଛୁ   ପନ 

       ଧ ଏଁ ନ   ମା  ଲଙ୍କେଶିରୀ l

ତୋର କୁରପା ବଳ    ଜାଗିଛେ ମାଆ  ଗୋ 

       ରଖିଛୁ ଆମକେ ଆବିରି l



Rate this content
Log in