ମାଟି
ମାଟି
1 min
187
ମାଟି କହେ କୃଷକ ହେ
ସଂସାର ଜୀବନେ l
ପୂର୍ଣ୍ଣ କାର୍ଯ୍ୟ କର ବାବୁ
କୌଶଳ ଵିଜ୍ଞାନେ l
ମାଟିରୁ ସମସ୍ତ କୀର୍ତ୍ତି
ହୁଏ ଅଗ୍ରସର l
ଜ୍ଞାନ ବିଜ୍ଞାନ ସମସ୍ତ
ଵିଜ୍ଞାନୁ ବାହାର l
ମାଟିରୁ ପ୍ରକାଶ କାଠ
ପଥର ସମ୍ବଳ l
ବିକାଶ ରୂପରେ ବଢ଼େ
ତେଜ ହୋଇ ଠୁଳ l
ମାଟିରୁ କୁମ୍ଭ କଳସ
ହୁଅଇ ସମ୍ଭବ l
ମାଟିରୁ ବିସ୍ତାରି ସୁନା
ହୁଅଇ ବିଭବ l