STORYMIRROR

Prabhanjana Tripathy

Others

4  

Prabhanjana Tripathy

Others

ମାଟି

ମାଟି

1 min
311

ମୋ ମାଟି ମାଆ (୦)

କହିଦେ ମା

କେତେ କଷ୍ଟ କେତେ ଦୁଃଖ

କେତେ କଷଣ ନାହିଁ ସୁଖ

କେତେ ସହିଷ୍ଣୁ ତୋହର ନାଆଁ (୧)


ତୋ କୋଳେ ମା ଆମରି ଜନମ (୦)


ତୁ ଲେଖୁ ମା ଆମରି କରମ

ଆମକୁ ନାଇମା କିଛିବି ସରମ

ଆମେ କରିନୁ କେବେ ଆହା (୨)


ତୋ ମମତା ଆମେ ପାସୋରି (୦)


କୋଡ଼ି କୋଦାଳ ହାତରେ ଧରି

ତୋ ଛାତିକୁ ତାଡି ବିଦାରି

ଦେଖାଉ ଆମରି ବାହା (୩)


ତୋ ପରି ମା ମିଳିବ କାହିଁ

ଆମେ ତୋ ପୁଅ ମୂଲିଆ ଭାଇ

ତୁ ଦେଉଥିବା ଆହାର ଖାଇ

ହୋଇ ପାରୁ ଆମେ ଠିଆ (୪)


ଏହି ଲେଖାଟି ମୋ

ସ୍ବର୍ଗୀୟ ଅର୍ଧାଙ୍ଗିନୀ ଶ୍ରୀମତୀ ବାସନ୍ତୀ ତ୍ରିପାଠୀ ଙ୍କ ଦ୍ୱାରା 19/7/2016 ରେ ଲିଖିତ 

ମୁଁ ଏହା ତାଙ୍କର ସ୍ମୃତି ପାଇଁ ପ୍ରେରଣ କଲି ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍