ମାଟି ମା
ମାଟି ମା
1 min
89
ମାଟି କହେ ତୁ କୁମ୍ଭାର ପୁଅ
ଯତନେ ଦୀପ ତୋଲ l
ସୁନ୍ଦର କୁମ୍ଭ ଭାଣ୍ଡେ ପୁରିବ
ସଂସାର ହୋଇ ଠୁଳ
ମାଟି ଦେବତା ମୁଁ
ଏକା ତୋର ମାଟିରେ
ଗଢୁ କୁମ୍ଭ
ଜଗତେ ତୋତେ
ଝୁରି ମରନ୍ତି
କୁମ୍ଭାର
ଲଗାଉ ଦମ୍ଭ l
ମାଟିରେ
ତୁହି ମାଟି
ମଣିଷ ମାଟିର
କାରିଗର l
ମାଟିରେ
କୁମ୍ଭ ଗଡ଼ୁଛି ବୋଲି
ନାମଟି
କୁମ୍ଭକାର l
