Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Others

2  

Sunanda Mohanty

Others

ମାର୍ମୀକ

ମାର୍ମୀକ

1 min
144


ବିବାହ ଏକ ସାମାଜିକ ପ୍ରଥା 

ଯାହାର ଅଛି ନିଶ୍ଚୟ ଆବଶ୍ୟକତା 

ଆଚରଣ ଶୁଦ୍ଧି ପରିବାର ସମୃଦ୍ଧି 

ଭବିଷ୍ୟତ ବଂଶଧର ଶିଖୁ ସାମାଜିକତା 

କର୍ତ୍ତବ୍ୟ ଦାଇତ୍ୱ ଓ ମାନବିକତା 

ଆଦର୍ଶ ନିତିସମ୍ପର୍ନ୍ନ ଏହାର ମାର୍ମୀକତା 

ଗୃହସ୍ଥ ଜୀବନରେ ଗ୍ରାହ୍ୟସ୍ଥ ସମ୍ପନ୍ନତା 

ପୂର୍ବସୁରୀମାନଙ୍କର ସଫଳ ସଂଯମତା. 


Rate this content
Log in