STORYMIRROR

Gupteshwar Nanda

Others

3  

Gupteshwar Nanda

Others

ମାଁ

ମାଁ

1 min
141

ଜଠ୍ରୁ ଜନମ୍ ଦେଇଛେଁ ବଲି ତ

ମୋର୍ ନାଁ ଟା ମାଁ

କେବ୍ କେ ଆଏବୁ ମୋର୍ କୁଲ୍ କେ ରେ ବା

ଅନେଇଛେଁ କରି ଆଁ ।


ତୋର୍ କୁଆଁ କୁଆଁ କାନ୍ଦି ଶୁନିକରି ମୁଇଁ

ପାଏମି ନୂଆଁ ଜନମ୍

ଆଁଖିନୁ କେଭେ ତର୍ ଲହ ନି ଝରେ

ଦେଉଛେଁ ମୁଇଁ ବଚନ୍ ।


ଟିକେ ଅଲି କଲେ ମନାମି ତତେରେ

ନାନା ବାୟା ଗୀତ୍ ଗାଇ

ଜହ୍ନମାମୁଁ ଦେଖେଇ ଭୁର୍ତାମି ଧନରେ

ହଟ୍ କଲେ ବାବୁ ତୁଇ ।


ତୋର୍ ଶୁଇଲା ବେଲକେ କଥାନୀ କହେମି

ଦେବାକେ ତତେରେ ଗ୍ୟାନ୍

ସାନ୍ ରୁ ବଡ୍ ଟେ କରମି ରେ ବାବୁ

ଦେଇ ସବୁ ମୋର୍ ଧ୍ୟାନ ।


ଯେନ ଥିଲେ ବି ବନେ ସେ ପୋ କେ ମୋର୍

ରଖିଥା ମାଁ ମଙ୍ଗଲା

ଶହେ ବଛର୍ ତା'କେ ଆଏଷ ଦେ ଗୋ ମାଁ

ମୋର୍ ଆଏଷର୍ ବଦଲା ।


- ଗୁପ୍ତେଶ୍ଵର ନନ୍ଦ

ଶଙ୍କରା, ବିନିକା, ସୁବର୍ଣ୍ଣପୁର


Rate this content
Log in