STORYMIRROR

Apalata Aruk

Others

1  

Apalata Aruk

Others

ମାନ ରଖିବି ମୁଁ

ମାନ ରଖିବି ମୁଁ

1 min
33

ଓଡ଼ିଆ ପଣ ମୋ ଆଚରଣେ ଥାଉ


ଉଚ୍ଚାରଣେ ଥାଉ ଓଡିଆଭାଷା ।


ମାନରଖିବି ମୁଁ ସେ ମାତୃଭାଷାର


ଗଢିଲା ଯିଏ ମୋ ରାଜ୍ୟ ଓଡିଶା ।


Rate this content
Log in