STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ମାଗୁଣି ! ହେ ପ୍ରଭୁ ପୁରୁଷୋତ୍ତମ ।

ମାଗୁଣି ! ହେ ପ୍ରଭୁ ପୁରୁଷୋତ୍ତମ ।

1 min
12.9K


  • ମାଗୁଣି ! ହେ ପ୍ରଭୁ ପୁରୁଷୋତ୍ତମ ।

    କେବେ ଥିଲ କାହାର ସବୁ କିଛି ଆଜି ବନିଗଲ ମା ମୋର କହିଗଲ କଥା ବଛାଲ୍ୟ ପ୍ରେମର ହୃଦୟେ ଭରି ପୀୟୂଷର ମଦିରା, ତୁମେ ସଖି ପ୍ରିୟତମା ରାଧା ମୋର, କରୁଥିବି ନିତି ପ୍ରତିଦିନ ତୁମରି ପାଦ ଦର୍ଶନ, ଭକ୍ତି ପ୍ରେମ ରସ ପୁଣି ସମର୍ପଣ ଦେବ ପ୍ରଦତ୍ତ ଯେ ତୁମରି ପ୍ରତିଭା ଦୁଖଃ ହେଉ ପଛେ ତୁମ ଚିର ଦିନ ସାଥୀ, ସୁଖ ତ ଅତିଥି ଏଠି ଦିନେ ଦୁଇ ଦିନ ର , ଭାବ ଦିନ ଦିଆରା ର ଏ ତ ଖେଳ, ଭାବ ଥାଉ ଚିର ଦିନ ଥାଉ ପ୍ରିତିର ସମର୍ପଣ ଏତିକି ତମକୁ ମୋର ମାଗୁଣି ! ହେ ପ୍ରଭୁ ପୁରୁଷୋତ୍ତମ । @କାଶ୍ୟପ , ତା-୦୮-୦୭-୧୬, ସକାଳ-୧୧-୨୦ମି, ରାୟଗଡ଼ା ।

     
     
 
 
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍