STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ମାଗିବି କଅଣ

ମାଗିବି କଅଣ

1 min
210

ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - Dr Subas Chandra Rout

ମାଗିବି କଅଣ ସବୁ ଅସ୍ଥିର,

ଆଖି ଆଗରେ ଜଳେ ସଂସାର ।

ଲକ୍ଷେ ଦି ଲକ୍ଷ ରାବଣ ନାତି,

ଅନ୍ତ ସମୟେ କେହି ନ ଥାନ୍ତି ।

ଲଙ୍କା ଚୌଦିଗେ ସାଗର ଖାଇ,

ରାବଣ ପତା କେହି ନ ପାଇ ।

ଆସେ ନ ଯାଏ ସାଥେ ସଂଗତି,

କି ହେବ ଦ୍ୱାରେ ବାନ୍ଧିଲେ ହାତୀ ।

ଶେଷରେ ଖାଲି ହାତରେ ଯିବୁ,

ହାରି ଯୁଆଡ଼ି ଫେରି ଚାଲିବୁ ।


Rate this content
Log in