Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

3  

baishnaba meher

Others

ମାଦକତା

ମାଦକତା

1 min
376


ଭଅଁର ଜାଣିଛି ଫୁଲର ମାଦକତା,

କଇଁ ଜାଣିଛି ଜ୍ୟୋସ୍ନାର ମାଦକତା,

ପ୍ରେମି ଜାଣିଛି ପ୍ରିୟାର ମାଦକତା,

କବି ଜାଣିଛି କବିତାର ମାଦକତା ।


ସତେ ଯେମିତି

ପ୍ରତୀକ୍ଷାର ଅନ୍ତ ହୁଏ ମିଳନରେ,

ସେମିତି

ମାଦକତା ଚରମେ ମଧୁ ପାନରେ ।


କେତେବେଳୁ ଆପେକ୍ଷିତ୍ତ ପ୍ରେୟସୀ,

କେବେ ଆସିବ ଗୋ ସାଥି,

ଥରେ ଦିଅ ତୁମେ କହି

ଅପେକ୍ଷାର ଅନ୍ତ ନାହିଁ,

ଏଠି ପ୍ରେମର ମାଦକତାରେ,

ବିରହେ ଅଶ୍ରୁ ଯାଏ ବହି ।



Rate this content
Log in